ମହଦାଶୟ Mahadāṡaya

  • ସଂ. ବି. (କର୍ମଧା; ମହତ୍+ଆଶ୍ରୟ) — ସତ ଅଭିଳାଷ; ସଦିଚ୍ଛା — Noble wish; noble intention
  • ସଂ. ବି. (କର୍ମଧା; ମହତ୍+ଆଶ୍ରୟ) — ଉଚ୍ଚାକାଙ୍କ୍ଷା — Noble ambition
  • ସଂ. ବି. (କର୍ମଧା; ମହତ୍+ଆଶ୍ରୟ) — ଉଦାର ହୃଦୟ — Magnanimous heart
  • ସଂ. ବିଣ. ପୁଂ. (ବହୁବ୍ରୀହି) — ସଦାଶୟ; ଉଦାର— ଚେତାଃ — Nobel-minded; magnanimous