ମହତ୍ତ୍ୱ ମର୍ଯ୍ୟାଦା Mahattwa marj̄yādā

  • ଦେ. ବି. (ସହଚର) — ସଦାଚାର — Approved conduct
  • ଦେ. ବି. (ସହଚର) — ମର୍ଯ୍ୟାଦା — Respect
  • ଦେ. ବି. (ସହଚର) — ସମ୍ମାନ ପ୍ରଦର୍ଶନ — Showing respect to a person
  • ଦେ. ବି. (ସହଚର) — ବନ୍ଧୁମାନଙ୍କର ମଧ୍ୟରେ ସମୁଚିତ ବେଭାରର ଆଦାନ ପ୍ରଦାନ — Exchange of proper social presents amongst relations