ମହତ୍ତ୍ୱ କଷିବା Mahattwa kashibā

  • ଦେ. କ୍ରି — ଦୁଇ ଜଣଙ୍କର କୁଳୀନତା ତୁଳନା କରିବା — To compare the respectability of two persons
  • ଦେ. କ୍ରି — [ଦ୍ର—ବିବାହ ପ୍ରସଙ୍ଗରେ ଭାବୀ ବର କନ୍ୟାଙ୍କ ବଂଶ ଦ୍ୱୟ ମଧ୍ୟରେ ମହତ୍ତ୍ୱ କଷା— ଯାଏ।]