ମହତ୍ତ୍ରାଣ ଜାଗିରି Mahattrāṇa jāgiri

  • ଦେ. ବି — ବ୍ରାହ୍ମଣେତର ଶ୍ରେଷ୍ଠ, ସଦ୍ବଂଶୀୟ ବା ଭଦ୍ର ପରିବାରଙ୍କ ଭରଣ ପୋଷଣାର୍ଥ ରାଜାଙ୍କ ଦ୍ୱାରା ଖଞ୍ଜା ନିଷ୍କର ଜାଗିରି ବା ଜମି — Land assigned rent free by the king for the maintenance of noble families or families of gentlemen. (besides Brāhmaṇas)