ମହତ ହରାଇବା Mahata harāibā

  • ଦେ. କ୍ରି — ମନ୍ଦ ବା ଅନୁଚିତ କାର୍ଯ୍ୟ ଦ୍ୱାରା ଆପଣାର ମର୍ଯ୍ୟାଦା ହାନିର କାରଣ ହେବା — To bring disgrace upon one's self by one's own conduct; to allow one's self to be dishonoured by another
  • ଦେ. କ୍ରି — (ଉ—ବୁଧି ହରେଇଲି ଛାର୍ ଚାଉଳ ସେରକ ପାଇଁ ମହତ ସରେଇଲି—ଢଗ।)