ମହତ ସାରିବା Mahata sāribā

  • ଦେ. କ୍ରି — ଆପଣାର ମହତ୍ତ୍ୱ ନିଜେ ହାନି କରିବା — To disgrace one's self by one's own acts
  • ଦେ. କ୍ରି — ମହତ ନେବା (ଦେଖ) — Mahata nebā (See)
  • ଦେ. କ୍ରି — (ଉ—ଗାଳି ଦିଆଇ ମହତ ସାରି ଦେଇ। କବିସୂର୍ଯ୍ୟ. ସଙ୍ଗୀତ।)
  • ଦେ. କ୍ରି — ସ୍ତ୍ରୀର ସତୀତ୍ୱ ନାଶ କରା — To deflower a woman to rape