ମହତ ମର୍ଯ୍ୟାଦା Mahata marj̄yādā

  • ଦେ. ବି (ସହଚର; ମହତ୍ତ୍ୱ ଓ ମର୍ଯ୍ୟାଦା) — ମାନମହତ୍ତ୍ୱ; ସମ୍ମାନ — Respect; prestige
  • ଦେ. ବି (ସହଚର; ମହତ୍ତ୍ୱ ଓ ମର୍ଯ୍ୟାଦା) — ଭଦ୍ରସମା— ଜୋଚିତ ବ୍ଯବହାର; କାଏଦା — Etiquette
  • ଦେ. ବି (ସହଚର; ମହତ୍ତ୍ୱ ଓ ମର୍ଯ୍ୟାଦା) — ଭଦ୍ରତା — Nobility; nobleness; gentlemanliness
  • ଦେ. ବି (ସହଚର; ମହତ୍ତ୍ୱ ଓ ମର୍ଯ୍ୟାଦା) — ବେଭାର ଦିଆଦେଇ — Exchange of social presents