ମହତ ମର୍ଯାଦା Mahata marj̄ādā
- ଦେ. ବି (ସହଚର; ମହତ୍ତ୍ୱ ଓ ମର୍ଯ୍ୟାଦା) — ମାନମହତ୍ତ୍ୱ; ସମ୍ମାନ — Respect; prestige
- ଦେ. ବି (ସହଚର; ମହତ୍ତ୍ୱ ଓ ମର୍ଯ୍ୟାଦା) — ଭଦ୍ରସୀମା— ଜୋଚିତ ବ୍ଯବହାର; କାଏଦା — Etiquette
- ଦେ. ବି (ସହଚର; ମହତ୍ତ୍ୱ ଓ ମର୍ଯ୍ୟାଦା) — ଭଦ୍ରତା — Nobility; nobleness; gentlemanliness
- ଦେ. ବି (ସହଚର; ମହତ୍ତ୍ୱ ଓ ମର୍ଯ୍ୟାଦା) — ବେଭାର ଦିଆଦେଇ — Exchange of social presents