ମହତ ପଣ Mahata paṇa
- ଦେ. ବି (ସଂ. ମହତ୍ତ୍ୱ) — ମହଦ୍ଦ୍ୟକ୍ତିଙ୍କ ଆଚରଣ — Conduct becoming a great man
- ଦେ. ବି (ସଂ. ମହତ୍ତ୍ୱ) — ମହତ୍ତ୍ୱ; ଉଦାରତା — Nobility; magnanimity; greatness of mind
- ଦେ. ବି (ସଂ. ମହତ୍ତ୍ୱ) — [ଉ—ଧର୍ମ ଏକା ସିନା ମହତ ପଣିଆ, ଆଉ ବଡ଼ ପଣ ଅଢ଼େଇ ଦିନିଆ। ରାଧାନାଥ— ଦରବାର।]