ମହଣେଇବା Mahaṇeibā
- ଦେ. ବି (ମହଣ ଖାଇଲେ ଯେଉଁପରି ବିତୃଷ୍ଣା ପାଟିରେ ଜନ୍ମେ ସେହିପରି ହେବାରୁ) — ବିଶେଷ ପରିମାଣରେ ମିଠା ବା ସ୍ନିଗ୍ଧ ପଦାର୍ଥ ଖାଇବା ପରେ ଯେଉଁ ବିତୃଷ୍ଣା ଓ ଅନିଚ୍ଛା ଜନ୍ମେ — A feeling of revulsion or averseness which overtakes a person when he eats sweet or oily food to excess; feeling of revulsion against eating
- ଦେ. ବି (ମହଣ ଖାଇଲେ ଯେଉଁପରି ବିତୃଷ୍ଣା ପାଟିରେ ଜନ୍ମେ ସେହିପରି ହେବାରୁ) — [ଦ୍ର—ଏ ଶବ୍ଦ ପାଟି ମହଣାଇବା, ଦିହ ମହଣାଇବା ଆକାରରେ ବ୍ଯବହୃତ ହୁଏ।]