ମହଣିଆ Mahaṇiā

  • ଦେ. ବିଣ (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ଦୁଇ ମହଣିଆ ବସ୍ତା) — ଏତେ ମହଣ ଓଜନର — Weighing so many maunds
  • ଦେ. ବିଣ (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ଦୁଇ ମହଣିଆ ବସ୍ତା) — ଏତେ ମହଣ ସମ୍ଭାଇବା ଭଳି — Of the capacity of so many maunds