ମହତ Mahata
- ଦେ. ବି (ସଂ. ମହତ୍ତ୍ୱ) — ସମ୍ମାନ; ମର୍ଯ୍ୟାଦା — Respect; honour
- ଦେ. ବି (ସଂ. ମହତ୍ତ୍ୱ) — ଇଜ୍ଜତ୍ — Prestige
- ଦେ. ବି (ସଂ. ମହତ୍ତ୍ୱ) — ସତୀତ୍ୱ — Chastity
- ଦେ. ବି (ସଂ. ମହତ୍ତ୍ୱ) — କୁଳମର୍ଯ୍ୟାଦା — Family prestige
- ଦେ. ବିଣ ଓ ବିଣର. ବିଣ (ସଂ. ମହତ୍) — ମହତ୍ (ଦେଖ) — Mahat (See)
- ଦେ. ବିଣ ଓ ବିଣର. ବିଣ (ସଂ. ମହତ୍) — ଅତ୍ୟନ୍ତ — Much
- ଦେ. ବିଣ ଓ ବିଣର. ବିଣ (ସଂ. ମହତ୍) — [ଉ—ଦୁର୍ଯ୍ଯୋଧନ କାଣ୍ଡକେ ଭୀନସେନ ଧ୍ୱଜ, କାଟନ୍ତେ ଦିଶିଲା ମହତ ଆଶ୍ଚର୍ଯ୍ଯ। କୃଷ୍ଣସିଂହ ମହାଭାରତ ଶଲ୍ୟ।]