ମହଣକା ମହଣ Mahaṇakā mahaṇa

  • ଦେ. କ୍ରି. ବିଣ ଓ ବିଣ — ମହଣ ମହଣ ପରିମିତ; ମହଣ ମହଣ କରି; ବହୁ ପରି— ମାଣରେ — In maunds; by maunds; in large quantities
  • ଦେ. କ୍ରି. ବିଣ ଓ ବିଣ — (ଯଥା—ରଜାଙ୍କ ମଙ୍ଗଳ- କୃତ୍ୟରେ ମିଠେଇ ମହଣକା ମହଣ ରାଇଜଯାକ ବଣ୍ଟା ହେଲା।)