ମହଣ ସୁନ୍ଥା ପକାଇବା Mahaṇa sunthā pakā ibā

  • ଦେ. କ୍ରି — ମୁଣ୍ଡର ଆଗପାଖର ବାଳକୁ ଦୁଇଫାଳ କରି କୁଣ୍ଡାଇ ସୁନ୍ଥା କରି ତହିଁ ଉପରେ ମହଣ ଲଗାଇ ତାକୁ ଚିକ୍କଣ କରି ନାନାଭଙ୍ଗୀରେ ସଜ୍ଜିତ କରିବା — To dress the hair into various designs or Plaits and smooth the plaits with wax