ମହଣ ସିନ୍ଦୂର Mahaṇa sindūra

  • ଦେ. ବି (ସହଚର) — ସ୍ତ୍ରୀଲୋକମାନେ କେଶ ସାଉଁଳିବା ପାଇଁ ବ୍ଯବହାର କରିବା ମହଣ ଓ କପାଳରେ ବା ସୁନ୍ଥାରେ ଲଗାଇବା ପାଇଁ ବ୍ଯବହୃତ ସିନ୍ଦୂର — Wax and vermillion (two of the ingredients of a woman's toilette)