ମହଣ ପତର Mahaṇa patara

  • ଦେ. ବି (ସଂ. ମାଣକ+ପତ୍ର) — ମାଣସାରୁ ଗଛର ବଡ଼ ପତ୍ର — The big leaves of the Māṇasāru plant
  • ଦେ. ବି (ସଂ. ମାଣକ+ପତ୍ର) — [ଦ୍ର—ମେଘ ବରଷଇ ଟପର ଟପର ମୋ ବାଡ଼ିଆଡ଼େ କିଏ ରେ। ବାଡ଼ି— ଆଡ଼େ ଅଛି ମହଣ ପତର ମୁଣ୍ଡରେ ଗୋଟିଏ ଦେଏରେ—ଶିଶୁରଞ୍ଜନ ଗୀତ।]