ମହଜର Mahajara
- ପ୍ରାଦେ (ଜୟପୁର) ବୈଦେ. ବି (କଚିରିଆ) (ଆ. ମହଜର୍=ହତ୍ୟା+ଫା. ନାମାହ୍) — ଦରଖାସ୍ତ; ବହୁଲୋକଙ୍କ ସ୍ୱାକ୍ଷରିତ ଆବେଦନ ପତ୍ର — Petition; application signed by many persons
- ପ୍ରାଦେ (ଜୟପୁର) ବୈଦେ. ବି (କଚିରିଆ) (ଆ. ମହଜର୍=ହତ୍ୟା+ଫା. ନାମାହ୍) — (ଫା. ମହଜର୍ନାମା ଶବ୍ଦର ଅର୍ଥ ଯେଉଁ ଲେଖାରେ ବା ପତ୍ରରେ କୌଣସି ନରହତ୍ୟାର ବା ହତ୍ୟାକାରୀ ବ୍ଯକ୍ତିର ପ୍ରମାଣ ଲିପିବଦ୍ଧ ହୋଇଥାଏ।