ମହଙ୍ଗା Mahaṅgā
- ଦେ. ବିଣ. (ସଂ. ମହାର୍ଘ) — ମହର୍ଗ; ମହାର୍ଘ — Dear in price
- ଦେ. ବି — ଦ୍ରବ୍ୟର ସାଧାରଣ ମୂଲ୍ୟ ଅପେକ୍ଷା ଅଧିକା ମୂଲ୍ୟ; ଚଢ଼ା ମୂଲ୍ୟ — High price of an article
- ଦେ. ବି — ବଜାରରେ ପଣ୍ୟ ଦ୍ରବ୍ୟ— ମାନଙ୍କର ମୂଲ୍ୟ ବଢ଼ିଯିବା ଅବସ୍ଥା — Rise in the price of commodities
- ଦେ. ବି — (ସଂ. ମହାଙ୍ଗ) ଏକ ପ୍ରକାର କୋଳି; ମେହେଙ୍ଗା କୋଳି — A kind of edible berry with sour taste
- ଦେ. ବି — [ଦ୍ର—ଏ କୋଳି ପାଚିଲେ ଖଟା ହୁଏ। ଏହାକୁ ତିଅଣରେ ପକାଇ ଆମ୍ବିଳ କରନ୍ତି।]