ମହକୁମା ହାକିମ Mahakumā hākima

  • ବୈଦେ. ବି. (ଫା) (ଫା. ମହକମା+ହାକିମ୍) (କଚିରିଆ) — ସବ୍ଡିଭିଜନର ମାଜିଷ୍ଟ୍ରେଟ୍ — Sub-divisional magistrate
  • ବୈଦେ. ବି. (ଫା) (ଫା. ମହକମା+ହାକିମ୍) (କଚିରିଆ) — ମୁନସଫ — Munsif
  • ବୈଦେ. ବି. (ଫା) (ଫା. ମହକମା+ହାକିମ୍) (କଚିରିଆ) — କୌଣସି ସରକାରୀ ବିଭାଗର ସର୍ବୋଚ୍ଚ କର୍ମଚାରୀ — Departmental head