ମହକି ଉଠିବା Mahaki uṭhibā

  • ଦେ. କ୍ରି — ତୀବ୍ର ସୁଗନ୍ଧଦ୍ୱାରା ସୁରଭିତ ହେବା — To be filled with sweet smell
  • ଦେ. କ୍ରି — (ଉ—ଘିଅର ବାସନାରେ ଚାରିଆଡ଼େ ମହକି ଉଠୁଛି। ନୀଳକଣ୍ଠ ଦାଶ. ପିଲାଙ୍କ ରାମାୟଣ।)