ମହକାଇବା Mahakāibā

  • ଦେ. କ୍ରି. (ମହକିବା କ୍ରିୟାର ଣିଜନ୍ତରୂପ —Causative of Mahakibā)— ସୁବାସରେ ମୁଗ୍ଧ କରିବା — To charm by sweet smell
  • ଦେ. କ୍ରି. (ମହକିବା କ୍ରିୟାର ଣିଜନ୍ତରୂପ —Causative of Mahakibā)— [ଦ୍ର—ହେମ ବକ୍ଷ ସୁବାସିତ ଚନ୍ଦନେ ଚର୍ଚ୍ଚିତ, ମହକାଇ ଦେଉଥିଲା ଦର୍ଶକର ଚିତ୍ତ। ନନ୍ଦ— କିଶୋର. ନିର୍ଝରିଣୀ।]
  • ଦେ. କ୍ରି. (ମହକିବା କ୍ରିୟାର ଣିଜନ୍ତରୂପ —Causative of Mahakibā)— ବାସିବା — To smit fragrance