ମହକ ଦେବା Mahaka debā

  • ଦେ. କ୍ରି. (ସଂ. ମହକ୍କ) — (କୌଣସି ଦ୍ରବ୍ୟ ନିଜର) ସୁଗନ୍ଧ ବିସ୍ତାରିତ କରିବା; ବାସିବା — To spread its sweet smell; to emit its fragrance