ମସ୍ତୁ Mastu
- ସଂ. ବି. (ମସ୍ ଧାତୁ=ଆକାର ବଦଳାଇବା+କର୍ମ. ତୁ; କିମ୍ବା ମସ ଧାତୁ=ଆହ୍ଲାଦିତ କରିବା+କର୍ତ୍ତୃ. ତୁ) — ଜଳ— ଯୁକ୍ତ ଦଧି; ଘୋଳ ଦହି — Churned curd mixed with water
- ସଂ. ବି. (ମସ୍ ଧାତୁ=ଆକାର ବଦଳାଇବା+କର୍ମ. ତୁ; କିମ୍ବା ମସ ଧାତୁ=ଆହ୍ଲାଦିତ କରିବା+କର୍ତ୍ତୃ. ତୁ) — ଛେନାପାଣି (ହି. ଶ) — Whey
- ସଂ. ବି. (ମସ୍ ଧାତୁ=ଆକାର ବଦଳାଇବା+କର୍ମ. ତୁ; କିମ୍ବା ମସ ଧାତୁ=ଆହ୍ଲାଦିତ କରିବା+କର୍ତ୍ତୃ. ତୁ) — ବସାଦହିର ମଣ୍ଡ (ଦ୍ରବ୍ଯଗୁଣ) — The sediment or dregs of curd
- ସଂ. ବି. (ମସ୍ ଧାତୁ=ଆକାର ବଦଳାଇବା+କର୍ମ. ତୁ; କିମ୍ବା ମସ ଧାତୁ=ଆହ୍ଲାଦିତ କରିବା+କର୍ତ୍ତୃ. ତୁ) — [ଦ୍ର— ବସାଦହିର ଉପରେ ପଡ଼ିଥିବା ଘନ ସ୍ତରକୁ ସର ଓ ମଣ୍ଡକୁ ମସ୍ତୁ ବୋଲାଯାଏ। ଏହା କ୍ଳମହର, ବଲ୍ୟ, ଲଘୁ, ଅନ୍ନା— ଭିଳାଷଜନକ, ଦେହସ୍ଥ, ସ୍ରୋତଃସମୂହର ଶୋଧନକାରକ, ଆହ୍ଲାଦକର, କଫଘ୍ନ, ପିପାସାନାଶକ, ବାତାପହାରକ, ଅବୃଷ୍ୟ ଓ ତୃପ୍ତିଜନକ। ଏହା ଶୀଘ୍ର ସଞ୍ଚିତ ମଳକୁ ବିରେଚିତ କରେ—ଦ୍ରବ୍ଯଗୁଣ।]