ମସ୍ତିଷ୍କ Mastishka
- ସଂ. ବି. (ମସ୍ ଧାତୁ=ମାପିବା+ଭାବ. ତି=ମସ୍ତି କିମ୍ବା ମସ୍କ୍ ଧାତୁ=ଗମନ କରିବା+କରଣ ଅ. ନିପାତନ) — ମଗଜ; ମୁଣ୍ଡ ଭିତରେ ଥିବା ଲହୁଣି ପରି ବସ୍ତୁ; ମଜ୍ଜା — Brain
- ସଂ. ବି. (ମସ୍ ଧାତୁ=ମାପିବା+ଭାବ. ତି=ମସ୍ତି କିମ୍ବା ମସ୍କ୍ ଧାତୁ=ଗମନ କରିବା+କରଣ ଅ. ନିପାତନ) — ବୁଦ୍ଧି — Intelligence
- ସଂ. ବି. (ମସ୍ ଧାତୁ=ମାପିବା+ଭାବ. ତି=ମସ୍ତି କିମ୍ବା ମସ୍କ୍ ଧାତୁ=ଗମନ କରିବା+କରଣ ଅ. ନିପାତନ) — ମସ୍ତିଷ୍କ ଉପରେ କ୍ରିୟା କରିବା କୌଣସି ଔଷଧ — Any medicine acting upon the brain (Apte)