ମସ୍ତରାମ୍ Mastarām

  • ଦେ. ବି — ପାଗଳପରି କାମ କରିବା ବ୍ଯକ୍ତି — Madcap
  • ଦେ. ବି — ବାୟା — Mad man; lunatic
  • ଦେ. ବି — ପୁରୁଷଙ୍କ ନାମ — A name given to males
  • ଦେ. ବି — [ଦ୍ର—କଟକ ସହରରେ ମସ୍ତରାମ୍ ନାମକ ଜଣେ ସାଧୁ ମହନ୍ତଙ୍କ ନାମ ଅନୁସାରେ ଡକା ଯାଉଥିବା ଗୋଟିଏ ମଠ ଅଛି।]