ମସ୍ତକି Mastaki
- ବୈଦେ. ବି. [ଆ. ମସ୍ତକୀ(ଗୀ)] — ଭୁମଧ୍ୟସାଗର ନିକଟବର୍ତ୍ତୀ ପ୍ରଦେଶରେ ଜନ୍ମିବା ଆମ୍ରାଦି ବର୍ଗର କ୍ଷୁପ ବିଶେଷ — (Pistacia Lentiscus)ରୁ ଉତ୍ପନ୍ନ ଝୁଣା ତୁଲ୍ୟ ପଦାର୍ଥ—Mastic
- ବୈଦେ. ବି. [ଆ. ମସ୍ତକୀ(ଗୀ)] — [ଦ୍ର—ଏହା ବାର୍ଣ୍ଣିସ୍ରେ ଓ ଔଷଧରେ ଲାଗେ। ଦନ୍ତ ରୋଗରେ ମଧ୍ୟ ଏହା ଉପକାରୀ। କେହି କେହି ଏହା ଅଭ୍ୟାସ କରି ଚୋବାନ୍ତି। ମସ୍ତକୀ ତୁଲ୍ୟ କାବୁଲ ଦେଶରୁ ଆନୀତ ପଦାର୍ଥକୁ କାବୁଲୀ ମସ୍ତକୀ — Pistacia muticaକହନ୍ତି]