ମସ୍କରିଆ Mas-kariā

  • ଦେ. ବିଣ. ପୁଂ — ଥଟ୍ଟିଲ — Jesting; jocular
  • ଦେ. ବିଣ. ପୁଂ — [ଉ—ଗୋପୀ ବାବୁ ଜଣେ ମସ୍କରିଆ ଭଳିଆ ଲୋକ —ଫକୀରମୋହନ. ଗଳସ୍ୱଳ୍ପ]