ମସ୍କରା Maskarā
- ବୈଦେ. ବି. (ଆ, ମସ୍ ଖରାହ୍=ପରିହାସ ପ୍ରିୟ; ମସ୍ଖରୀ= ଥଟ୍ଟା) — ଥଟ୍ଟା; ପରିହାସ — Jesting, joking
- ବୈଦେ. ବି. (ଆ, ମସ୍ ଖରାହ୍=ପରିହାସ ପ୍ରିୟ; ମସ୍ଖରୀ= ଥଟ୍ଟା) — ବ୍ୟଙ୍ଗ୍ୟ — Irony, satire; buffoonery
- ବୈଦେ. ବିଣ. (ଆ. ମସ୍ଖରାହ୍=ଥଟ୍ଟିଲ) — ଥଟ୍ଟିଲ; ପରିହାସକାରୀ — Jesting; jestive
- ବୈଦେ. ବିଣ. (ଆ. ମସ୍ଖରାହ୍=ଥଟ୍ଟିଲ) — ବ୍ୟଙ୍ଗ୍ୟକାରୀ — Ironical; sarcastic
- ବୈଦେ. ବିଣ. (ଆ. ମସ୍ଖରାହ୍=ଥଟ୍ଟିଲ) — (ଉ—ଗାଁର ମସ୍କରା ନିନ୍ଦୁକ ଲୋକମାନେ ସେମାନଙ୍କୁ ଦେଖି ଢଗ ମେଲନ୍ତି। ଫକୀରମୋହନ ଛମାଣ ଆଠଗୁଣ୍ଠ।)