ମସ୍କର Maskara
- ସଂ. ବି. (ମସ୍କ ଧାତୁ+କର୍ତ୍ତୃ. ଅର୍) — ବାଉଁଶ — Bamboo
- ସଂ. ବି. (ମସ୍କ ଧାତୁ+କର୍ତ୍ତୃ. ଅର୍) — ବଂଶ ଯଷ୍ଟି — bamboo stick
- ସଂ. ବି. (ମସ୍କ ଧାତୁ+କର୍ତ୍ତୃ. ଅର୍) — (+ଭାବ. ଅନ) ଗମନ — Going; motion (Apte);
- ସଂ. ବି. (ମସ୍କ ଧାତୁ+କର୍ତ୍ତୃ. ଅର୍) — (+କରଣ. ଅର) ଜ୍ଞାନ — Knowledge (Apte)