ମସୁରିଆ Masuriā

  • ଦେ. ବିଣ. (ସଂ. ମସୁର) — ମସୁର ଆକୃତି ବିଶିଷ୍ଟ — Shaped like a Masura (lentil)
  • ଦେ. ବି — ମସୁରଫାଳ ପରି ଆକୃତି ବିଶିଷ୍ଟ ବସନ୍ତ ରୋଗ — A kind of small pox, the pimples of which resemble grains of Masura (lentil)