ମସୁଦା ବାଜ୍ Masudā bāj

  • ବୈଦେ. ବିଣ. (ଆ. ମୁସବିଦା+ଫା. ପ୍ରତ୍ୟୟ ବାଜ୍) (କଚିରିଆ) — ଉପାୟ ଉଦ୍ଭାବନ କରିବାରେ ସମର୍ଥ — Resourceful
  • ବୈଦେ. ବିଣ. (ଆ. ମୁସବିଦା+ଫା. ପ୍ରତ୍ୟୟ ବାଜ୍) (କଚିରିଆ) — ଚତୁର — Cunning