ମସୀନା ତୈଳ Masīna ta̲i̱la
- ସଂ. ବି — ଆୟୁର୍ବେଦ ପ୍ରକ୍ରିୟାରେ ପ୍ରସ୍ତୁତ ତୈଳ — Medicinal oil prepared from linseed
- ସଂ. ବି — [ଦ୍ର—ଏହା ଅଗ୍ନି ଗୁଣ ବହୁଳ, ସ୍ନିଗ୍ଧ ଉଷ୍ଣବୀର୍ଯ୍ଯ, କଫ ଓ ପିତ୍ତବର୍ଦ୍ଧକ, କଟୁ ବିପାକ, ଚକ୍ଷୁର ଅହିତକର, ବଳଜନକ, ମଳବର୍ଦ୍ଧକ, ମଧୁର ରସ, ଧାରକ ପାରାଦୋଷନାଶକ ଓ ଘନ। ବସ୍ତିକ୍ରିୟାର ପାନ, ଅଭ୍ୟଙ୍ଗ, ନସ୍ୟ, କର୍ଣ୍ଣପୂରଣ, ଓ ଅନୁପାନରେ ବାୟୁ ଶାନ୍ତି ନିମିତ୍ତ ଏହା ବ୍ଯବହାର୍ଯ୍ଯ—ଦ୍ରବ୍ଯଗୁଣ।]
- ସଂ. ବି — ନୟନସୁକ ତେଲ (ଦେଖ) — Linsed oil (See)