ମଶ୍ମଶିଆ Maṡ-maṡiā

  • ଦେ. ବିଣ (ସଂ. ମଶ୍ ଧାତୁ=ଶବ୍ଦ କରିବା) — ମସକା, ଭଙ୍ଗପ୍ରବଣ; ଭଙ୍ଗୁର (ଡାଳ) — Frangible; fragile
  • ଦେ. ବିଣ (ସଂ. ମଶ୍ ଧାତୁ=ଶବ୍ଦ କରିବା) — ଯାହା ସହଜରେ ଚୋବାଇ ହୁଏ; ମୁଡ଼୍ମୁଡ଼ିଆ — Crumbly; crisp