ମଶିଗୁଣ୍ଡା Maṡiguṇḍā

  • ଦେ. ବି — ସୂକ୍ଷ୍ମ ଚୂର୍ଣ୍ଣ — Minute powder
  • ଦେ. ବି — ଯେଉଁ ଚୂନାରେ ପାଣି ପକାଇଲେ କାଳି ତିଆରି ହୁଏ — Ink-powder
  • ଦେ. ବି — ଅଙ୍ଗାର ଚୂନା; କଳା ମୁରୁଜ — Powdered charcoal