ମଶି ବିନ୍ଦୁ Maṡi bindu
- ସଂ. ବି ( 6 ଷ୍ଠୀ ତତ୍) — ଶିଶୁମାନଙ୍କୁ କୁଦୃଷ୍ଟିର କୁଫଳରୁ ରକ୍ଷା କରିବା ପାଇଁ ସେମାନଙ୍କ ମୁଣ୍ଡରେ ଯେଉଁ କଜ୍ଜ୍ୱଳ ଟୋପି ଦିଆଯାଏ (ହି. ଶ) — Circlets or points of collyrium put on the forehead of infants to counteract the effect of evil eyes on them