ମଶାଲ Maṡāla

  • ବୈଦେ. ବି—(ଆ. ସଷ୍ଆଲ୍) — ସ୍ଥୂଳ ବର୍ତ୍ତିକା; ଦିହୁଡ଼ି; ଆଲୋକ ଦେଖାଇବା ପାଇଁ ବ୍ଯବହୃତ କନାଗୁଡ଼ିଆ କାଠି ଯହିଁରେ ତୈଳ ଦିଆଯାଇ ନିଆଁ ଲଗାଯାଏ — Torch; flam- bean
  • ବୈଦେ. ବି—(ଆ. ସଷ୍ଆଲ୍) — [ଉ—ତରଣୀରେ ଜାଳି ଦେଲାଣି ମଶାଲ। ରାଧାନାଥ ଚିଲିକା।]
  • ବୈଦେ. ବି—(ଆ. ସଷ୍ଆଲ୍) — [ଦ୍ର—ମଶାଲଦ୍ୱାରା ଚାରିଆଡ଼ ଆଲୋକିତ ହୁଏ କିନ୍ତୁ ତହିଁର ଠିକ୍ ତଳ ପ୍ରଦେଶରେ ମଶାଲର ଆଲୁଆ ପଡ଼ି ପାରେ ନାହିଁ। ନ୍ଯାୟ ବିଚାରକ ବା ରାଜା ଆଦିଙ୍କ ଦ୍ୱାରେ ଅନ୍ଯାୟ ଘଟିଲେ ବା ବିଦ୍ୱାନ୍ ଲୋକର ପରିବାରସ୍ଥ ବ୍ଯକ୍ତି ମୂର୍ଖ ହେଲେ 'ମଶାଲ ତଳେ ଅନ୍ଧାର ନ୍ଯାୟ' ପ୍ରବଚନ ବୋଲାଯାଏ।]