ମଶାଲଦାନି Maṡāla dāni

  • ବୈଦେ. ବି—(ଫା. ମସ୍ଆଲ୍ଦାନ୍) — ମଶାଲରେ ଦିଆ ଯିବା ତେଲ ଯେଉଁ ସରୁ ମୁହାଁ ଭାଣ୍ଡରେ ଥାଏ ଓ ମଶାଲଚି ଯହିଁରୁ ଟୋପା ଟୋପା କରି ତେଲ ମଶାଲରେ ଢାଳେ — A narrow-necked or spouted receptacle used for dropping oil on a torch