ମଶାରି ପକାଇବା Maṡāri pakāibā

  • ଦେ. କ୍ରି — ମଶାରି ଖଟାଇବା — To tuck the curtain
  • ଦେ. କ୍ରି — ମଶାରିର ଚାରି ପାଖର ପରଦା— ମାନକୁ ବିଛଣାର ଦାଢ଼ ସଙ୍ଗେ ସଂଲଗ୍ନ କରିବା — To let down the sides of curtain