ମଶାରି ଦଉରା Maṡāri daurā

  • ଦେ. ବି — ମଶାରି ଟାଙ୍ଗିବା ପାଇଁ ମଶାରିର ଚାରି କୋଣରେ ଲାଗିଥିବା ସରୁ ଦଉଡ଼ି — Slender strings attached to the corners of the roof of a mosquito-curtain by means of which it is hung up by tying the strings to the pegs in the wall
  • ଦେ. ବି — ଡଙ୍ଗାର ମଶାରି ଖୁଣ୍ଟି ହଜି ନ ଯିବା ବୋଲି ତହିଁରେ ଯେଉଁ କ୍ଷୁଦ୍ର ସୁତୁଲି ବା ଦଉଡ଼ି ଲାଗି ଡଙ୍ଗାର ଫନ୍ଦ ସଙ୍ଗେ ବନ୍ଧା ଯାଇଥାଏ — A string attached to the thatch-supporting pegs of a country boat and which is tied to the edge of a boat so that they will not be mislaid or lost when not in use