ମଶାରି ଖୁଣ୍ଟ Maṡāri khuṇṭa
- ଦେ. ବି — ଗଛପଲଙ୍କର ଚାରି କୋଣରେ ଥିବା ଯେଉଁ ଖୁଣ୍ଟମାନଙ୍କରେ ମଶାରିର କୋଣମାନ ବନ୍ଧାଯାଏ — Posts set at the corners of a bedstead to hang the corners of a curtain
- ଦେ. ବି — ନାହାର ଚାଳର ଗୋଟିଏ ଫାଳକୁ ଟେକି ଦେଇ ତା ତଳେ ଠେସଦେବା ହାତେ ଦେଢ଼ ହାତ ଉଚ୍ଚ ବାଉଁଶର ବା କାଠର ଠିଆ ବା ଖୁଣ୍ଟି — A small peg or post used to support one side of the thatch over a country boat