ମଳୁଖ ମାଳି Maḻukha māḻi

  • ଦେ. ବି — ମଳୁଖ ଚାଉଳକୁ ସୂତାରେ ଫାସଦ୍ୱାରା ବାନ୍ଧି ତିଆରି କରାଯିବା ମାଳ ବା ହାର — Garland made by stringing together grains of whole rice in nooses
  • ଦେ. ବି — [ଦ୍ର—ଏହା ଦେବପ୍ରତିମାଙ୍କୁ ଲାଗି କରାଯାଏ ।]