ମଳିଷ୍ଠ Maḻishṭha

  • ସଂ. ବିଣ (ମଳ+ଇଷ୍ଠ ପ୍ରାଚୁର୍ଯ୍ଯାର୍ଥେ)= ଅତି ମଳଯୁକ୍ତ — Very filthy
  • ସଂ. ବିଣ (ମଳ+ଇଷ୍ଠ ପ୍ରାଚୁର୍ଯ୍ଯାର୍ଥେ)= ଅତି ମଳିନ — Very pale