ମଳିନ ବଦନ Maḻina badana

  • ସଂ. ବି. (କର୍ମଧା) — ମ୍ଲାନ ମୁଖ — Pale face; sad face
  • ସଂ. ବି. (କର୍ମଧା) — କୃଷ୍ଣ ମୁଖ — Black face
  • ସଂ. ବି. (କର୍ମଧା) — ମଳ ଯୁକ୍ତ ମୁଖ — Unclean or filthy face
  • ସଂ. ବି. (କର୍ମଧା) — (ବହୁବ୍ରୀହି) ବାନର; ପୋଡ଼ାମୁହାଁ ବାନ୍ଦର — The black-faced monkey
  • ସଂ. ବି. (କର୍ମଧା) — ପ୍ରେତ — Goblin; ghost
  • ସଂ. ବି. (କର୍ମଧା) — ଅଗ୍ନି — Fire
  • ସଂ. ବି. (କର୍ମଧା) — ବଳଦର ଲାଙ୍ଗୁଡ଼ — The tail of a Bullock
  • ସଂ. ବିଣ. ପୁଂ (ବହୁବ୍ରୀହି) — ମ୍ଳାନମୁଖଯୁକ୍ତ — Pale-faced
  • ସଂ. ବିଣ. ପୁଂ (ବହୁବ୍ରୀହି) — କୃଷ୍ଣ ମୁଖ ଯୁକ୍ତ — Black-faced
  • ସଂ. ବିଣ. ପୁଂ (ବହୁବ୍ରୀହି) — ଯାହାର ମୁଖ ମଳଯୁକ୍ତ — Having a dirty face
  • ସଂ. ବିଣ. ପୁଂ (ବହୁବ୍ରୀହି) — କ୍ରୁର; ଖଳ (ହି.ଶ) — Wicked; wanton