ମଳି ମ୍ଳୁଚ Maḻi mḻucha

  • ସଂ. ବି (ମଳିନ୍+ମ୍ଳୁଚ୍ ଧାତୁ= ଗମନ କରିବା+କର୍ତ୍ତୃ. ଅ) ମଳମାସ — Intercalary month
  • ସଂ. ବି (ମଳିନ୍+ମ୍ଳୁଚ୍ ଧାତୁ= ଗମନ କରିବା+କର୍ତ୍ତୃ. ଅ) ଅଗ୍ନି — Fire
  • ସଂ. ବି (ମଳିନ୍+ମ୍ଳୁଚ୍ ଧାତୁ= ଗମନ କରିବା+କର୍ତ୍ତୃ. ଅ) ବାୟୁ — Air
  • ସଂ. ବି (ମଳିନ୍+ମ୍ଳୁଚ୍ ଧାତୁ= ଗମନ କରିବା+କର୍ତ୍ତୃ. ଅ) ଚୋର — Thief
  • ସଂ. ବି (ମଳିନ୍+ମ୍ଳୁଚ୍ ଧାତୁ= ଗମନ କରିବା+କର୍ତ୍ତୃ. ଅ) ପଞ୍ଚ ଯଜ୍ଞକାରୀ ଗୃହସ୍ଥ (ହି. ଶ.) — A householder who regularly performs the daily offerings enjoined in the ṡastras