ମଳି ମୁଣ୍ଡ Maḻi muṇḍa

  • ଦେ.ବି. (ସଂ. ମଳିନ+ମୁଣ୍ଡ) — ମଳଯୁକ୍ତ ମସ୍ତକ; ମଳମୟ ମସ୍ତକ — Filthy head
  • ଦେ.ବି. (ସଂ. ମଳିନ+ମୁଣ୍ଡ) — ମଳ— ଯୁକ୍ତ କେଶ ଥିବା — A head with dirty hair
  • ଦେ.ବି. (ସଂ. ମଳିନ+ମୁଣ୍ଡ) — (ଲକ୍ଷଣାର୍ଥ) ଅତି ଗରିବ ବ୍ଯକ୍ତି — (figurative) Indigent person