ମଳି ମୁଣ୍ଡା Maḻi muṇḍā

  • ଦେ. ବିଣ ପୁଂ — ଅପରିଷ୍କୃତ ଦେହ (ବ୍ଯକ୍ତି) — Unclean (person); nasty or filthy
  • ଦେ. ବିଣ ପୁଂ — ଅପରିଷ୍କୃତ କେଶ (ବ୍ଯକ୍ତି) — (a person) With uncleansed or filthy hair
  • ଦେ. ବିଣ ପୁଂ — ଅତି କୃପଣ — Very miserly
  • ଦେ. ବିଣ ପୁଂ — ଅତି ଗରିବ — Indigent