ମଳି ଧୂଳି Maḻi dhūḻi
- ଦେ. ବି (ସଂ. ମଳି ଓ ଧୂଳି) — ଧୂଳିମଳି; ମଳି ଓ ଧୂଳି — Dirt and dust
- ଦେ. ବି (ସଂ. ମଳି ଓ ଧୂଳି) — ମଇଲା — Filth; dirt
- ଦେ. ବି (ସଂ. ମଳି ଓ ଧୂଳି) — (ଲକ୍ଷଣାର୍ଥ) ତିଳେ ମାତ୍ର ସନ୍ଦେହ — The slightest doubt; any particle of dout
- ଦେ. ବି (ସଂ. ମଳି ଓ ଧୂଳି) — (ଯଥା—ତା କଥାରେ ମଳି ଧୂଳି ନାହିଁ ।)