ମଳାପସାରକ Maḻāpasāraka

  • ସଂ. ବିଣ (ମଳ+ଅପ+ସୃ ଧାତୁ+କର୍ତ୍ତୃ. ଅକ) — ଯାହା ମଳ (ମଇଳା, ପାପ ଇତ୍ୟାଦି) ଦୂର କରେ — Removing impurities