ମଳାକର୍ଷୀ Maḻākarshī

  • ସଂ. ବି. ପୁଂ (ମଳ+ଆ+କୃଷ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ମେହେନ୍ତର; ହାଡ଼ୀ — A sweeper; a remover of night soil; scavenger