ମଳଭେଦିନୀ Maḻabhedinī

  • ସଂ. ବିଣ. ସ୍ତ୍ରୀ (ମଳଭେଦିନ+ଈ) — ମଳଭେଦୀର ସ୍ତ୍ରୀଲିଙ୍ଗ — Feminine of Maḻabhedī
  • ସଂ. ବି — କଟୁକୀ — Black hellebore